NEW CM KISSAN APPLY – KYC UPDATED – LAND SEEDING – BANK SEEDING

ସିଏମ୍ କିଷାନ ପୋର୍ଟାଲ

ସିଏମ୍ କିଷାନ ପୋର୍ଟାଲ ଉଭୟ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନା ନିୟମାବଳୀ ଅନୁଯାୟୀ ଯୋଗ୍ୟ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏକକ ମାଧ୍ୟମ | ଏହି ପୋର୍ଟାଲରେ ଗ୍ରାମାଞ୍ଚଳର କ୍ଷୁଦ୍ର, ନାମମାତ୍ର କୃଷକ ଓ ଭୂମିହୀନ କୃଷି ପରିବାର ସିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ | ସେହିପରି, ଏହି ପୋର୍ଟାଲରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଯୋଗ୍ୟ ଚାଷଜମି ଥିବା କୃଷକ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ |

https://cmkisan.odisha.gov.in/

CM – PM KISSAN

ଯୋଗ୍ୟତା ମାନଦଣ୍ଡ

  • କ୍ଷୁଦ୍ର ଓ ନାମମାତ୍ର ଚାଷୀ (ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ୫(ପାଞ୍ଚ) ଏକରରୁ କମ ଚାଷ ଜମି ଥିବ)
  • ଭୂମିହୀନ କୃଷି ପରିବାର ( ଗ୍ରାମାଞ୍ଚଳର ଯେଉଁ ଭୂମିହୀନ ଶ୍ରମିକ ପରିବାର କୃଷିକୁ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଥାନ୍ତି)
  • ଉଭୟ ଉପାଦାନ ପାଇଁ ଆବେଦନକାରୀ ନିଶ୍ଚିତ ଭାବରେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ |
  • ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପୈଠ ହେବ |

 

ଅଯୋଗ୍ୟତା ମାନଦଣ୍ଡ

  • ନାବାଳକ (୧୮ ବର୍ଷରୁ କମ୍ )
  • ମଧ୍ୟମ / ବଡ଼ ଚାଷୀ
  • ଗୋଟିଏ ପରିବାରର ଏକାଧିକ ସଦସ୍ୟ
  • ଚାଷୀ କିମ୍ବା ତାଙ୍କ ପତି / ପତ୍ନୀ , ପରିବାରର ଅନ୍ୟ କୌଣସି ସଦସ୍ୟ ଆୟକର ପ୍ରଦାନକାରୀ / ସରକାରୀ / PSU କ୍ଷେତ୍ର କର୍ମଚାରୀ / ଅବସରପ୍ରାପ୍ତ କର୍ମଚାରୀ / ପେନସନଭୋଗୀ ହୋଇଥିବେ |
  • ମୃତକ ହୋଇଥିବେ |
  • ସାମ୍ବିଧାନିକ ପଦବୀର ପୂର୍ବତନ ତଥା ବର୍ତ୍ତମାନର ଧାରକ, ପୂର୍ବତନ ତଥା ବର୍ତ୍ତମାନର ମନ୍ତ୍ରୀ / ରାଜ୍ୟ ମନ୍ତ୍ରୀ ତଥା ଲୋକସଭା / ରାଜ୍ୟସଭା / ରାଜ୍ୟ ବିଧାନ ପରିଷଦ / ରାଜ୍ୟ ବିଧାନ ପରିଷଦର ପୂର୍ବତନ / ଉପସ୍ଥିତ ସଦସ୍ୟ, ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ତଥା ବର୍ତ୍ତମାନର ମେୟର, ଜିଲ୍ଲା ପଞ୍ଚାୟତର ପୂର୍ବତନ ତଥା ବର୍ତ୍ତମାନର ଅଧ୍ୟକ୍ଷ ଥିବେ ।
  • କୌଣସି ବୃତ୍ତିଗତ ସଂସ୍ଥାଗୁଡ଼ିକରେ ପଞ୍ଜିକୃତ ଡାକ୍ତର, ଯନ୍ତ୍ରୀ, ଆଇନଜୀବି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଆର୍କିଟେକ୍ଟସ୍ ହୋଇଥିବେ I
  • ସହରାଞ୍ଚଳର ଚାଷୀ ହୋଇଥିବେ |
  • ଦରଖାସ୍ତକାରୀ କୃଷକମାନଙ୍କର ବୈଧ (valid) ରେସନ କାର୍ଡ ନଥିବ |

  • Related Posts

    How to apply new Aadhaar Enrollment.

    What is Aadhaar Aadhaar number is a 12-digit random number issued by the UIDAI (“Authority”) to the residents of India after satisfying the verification process laid down by the Authority.…

    Continue reading
    ONLINE APPLY FOR FREE TOILET

      Swachh Bharat Abhiyan (Clean India Mission) is a national campaign launched by the Government of India in 2014 to clean the streets, roads, and infrastructure of the country’s cities…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    How to apply new Aadhaar Enrollment.

    How to apply new Aadhaar Enrollment.

    ONLINE APPLY FOR FREE TOILET

    ONLINE APPLY FOR FREE TOILET

    MO SEVA KENDRA – Government Schemes, Forms, Policies & Guidelines

    MO SEVA KENDRA – Government Schemes, Forms, Policies & Guidelines

    PRADHAN MANTRI GRAMIN AWAS YOJANA

    PRADHAN MANTRI GRAMIN AWAS YOJANA

    SUBHADRA YOJANA BIG UPDATED………..

    SUBHADRA YOJANA BIG UPDATED………..

    NEW CM KISSAN APPLY – KYC UPDATED – LAND SEEDING – BANK SEEDING

    NEW CM KISSAN APPLY – KYC UPDATED – LAND SEEDING  – BANK SEEDING